
October 27
Mahendra Singh Dhoni was dropped from India’s 16-member team for West Indies and Australia series.The former Indian captian did not feature in either squads while Virat Kohli was given a rest for the three-T20I series again. Rohit Sharma will lead the Indian side in Kohli’s absence
ୱେଷ୍ଟ ଇଣ୍ଡିଜ ଓ ଅଷ୍ଟ୍ରେଲିଆ ସିରିଜରେ ବଛାଯାୟୀଥିବା ଭାରତୀୟ ୧୬ ଜଣିଆ ଦଳରୁ ବାଦ୍ ପଡିଥିଲେ ମହେନ୍ଦ୍ର ସିଂହ ଧୋନୀ | ଦୁହି ମଧ୍ୟରୁ କୌଣସି ଦଳରେ ମଧ୍ୟ ଭାରତୀୟ ଦଳର ପୂର୍ବତନ କପ୍ତାନ ଦେଖାଗଲେ ନାହି, ଯେତେବେଳେ କି ବିରାଟ କୋହଲିଙ୍କୁ ଏଥର ମଧ୍ୟ ଥ୍ରୀ-ଟି20ଆଇ ସିରିଜରେ ପୁଣିଥରେ ଆରାମ ଦିଆଗଲା | ବର୍ତମାନ ଭାରତୀୟ ଦଳ ପକ୍ଷରୁ କୋହଲିଙ୍କ ଅନୁପସ୍ଥିତିରେ ନେତୃତ୍ୟ କରିବେ ରୋହିତ ଶର୍ମା |