ଆପଣଙ୍କର ଦିନ ମଙ୍ଗଳମୟ ହେଉ
Definition in English: commonly used to conclude a conversation or a message by hoping the person to whom it is addressed has a pleasant day.
Definition in Oriya: ସାଧାରଣତଃ ଭାବରେ କୌଣସି କଥାବାର୍ତା ଶେଷ କରିବା ସମୟରେ ସମ୍ବନ୍ଧିତ ବ୍ୟକ୍ତିଙ୍କର ଦିନ ଭଲରେ ଯାଉ ବୋଲି ଆଶାରେ ଏହା କୁହାଯାଏ
Example:My sister said in Oriya “Apanankara dina mangalamaya heu.” when I was starting to office today.