ମୁଁ ଦିଲ୍ଲୀରୁ ଆସିଅଛି

Definition in English: used when one wants to tell where they live or have come from originally

Definition in Oriya: ଜଣେ ଯେତେବେଳେ ଏହା କହିବା ପାଇଁ ଚେଷ୍ଟା କରିଥାଏ କି ସେ କେଉଁ ଜାଗାରେ ରୁହନ୍ତି ବା କେଉଁ ଜାଗାରୁ ଆସିଛନ୍ତି ସେତେବେଳେ ଏହା ବ୍ୟବହାର ହୁଏ

Example: Our new class teacher was asking everyone about our birth place and i said in oriya “mu dilli ru asichi”

I am from
english banner