ମତେ ଯିବାକୁ ହେବ
Definition in English: used when you are hanging out with someone but need to leave
Definition in Oriya: ଯେତେବେଳେ ତୁମେ କୌଣସି ବ୍ୟକ୍ତି ସହିତ ଥିବ କିନ୍ତୁ ମଝିରେ ତାଙ୍କୁ ଛାଡିକି ଯିବାକୁ ପଡୁଥିବ ସେତେବେଳେ ଏହା କୁହାଯାଏ
Example: i was enjoying a party with my friends but my mother called me as she was not felling well so i told my friends in Oriya “mate jibaku heba.”