ମୁଁ ତୁମକୁ ଭଲପାଏ
Definition in English: used as an affirmation of affection or deep caring for a friend, family member or a loved one.
Definition in Oriya: କୌଣସି ସାଙ୍ଗ ବା ପରିବାର ଲୋକ ବା ଅନ୍ତରଙ୍ଗ ବ୍ୟକ୍ତିଙ୍କୁ ଗଭୀର ସ୍ନେହ ବା ଭଲ ପାଇବା ଦେଖାଇବା ପାଇଁ ଏହା କୁହାଯାଏ
Example: My mother always keep telling me in Oriya “mun tumaku bhala paye”.