ମତେ ଶୋଷ ଲାଗୁଛି
Definition in English: used when one has a parched throat and wants to drink water
Definition in Oriya: ଜଣେ ବ୍ୟକ୍ତି ଯେତେବେଳେ କିଛି ପାନୀୟ ଜିନିଷ ପିଇବାକୁ ଚାହୁଥିବେ ବା ଶୁଖିଲା ଗଳା ଥିବ ସେତେବେଳେ ଏହା କୁହାଯାଏ
Example: After returning from the market my brother asked me for a glass of water by saying in oriya “mate sosha laguchi”.