ଆପଣଙ୍କର ସ୍ଵାଗତ
Definition in English: used when someone is coming home and you are happy to have them
Definition in Oriya: ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କ ଘରକୁ ଆସୁଛନ୍ତି ଓ ଆପଣ ତାଙ୍କର ଆସିବାରେ ବହୁତ ଖୁସି ଅଛନ୍ତି ସେତେବେଳେ ଏହା କୁହାଯାଏ
Example: After a long time my childhood friend called me to say that he is coming to my house and i said “apanankara swagata”.